ଚୋରା ବନ୍ଧୁକ ପାଇଁ ବିପଦରେ କଟକ

କୁଖ୍ୟାତ ଟୁକୁନାର ୩ ସହଯୋଗୀ ଗିରଫ, ଜବତ ହେଲା ୧୧ ବନ୍ଧୁକ, ୫୧ ରାଉଣ୍ଡ ଗୁଳି କଟକ : ବନ୍ଧୁକ ଚୋରା କାରବାରରେ ଲିପ୍ତ ଅପରାଧୀଙ୍କୁ ନେଇ ଏବେ ବିପଦରେ କଟକ ସହର। ସହରର ଛୋଟ, ବଡ ଅପରାଧୀଙ୍କ ହାତରେ ବି ଏବେ ବନ୍ଧୁକ। କୁଖ୍ୟାତ ମାଫିଆ, ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ତାଳଚେରର ଟୁକୁନା ସ୍ବାଇଁକୁ ରିମାଣ୍ଡରେ ଆଣି ଜେରାପରେ ତା’ଠାରୁ ବନ୍ଧୁକ କିଣିଥିବା ୩ ଜଣଙ୍କୁ ଗିରଫ କରାଯାଇଛି। … Continue reading ଚୋରା ବନ୍ଧୁକ ପାଇଁ ବିପଦରେ କଟକ